ଢକା ବାଜିବା Ḍhakā bājibā

  • ଦେ. ବି. (ସଂ. ଢକ୍କା ଓ ବାଦନ) — ଢୋଲ ଶବ୍ଦାୟମାନ ହେବା — Sounding of a drum
  • ଦେ. ବି. (ସଂ. ଢକ୍କା ଓ ବାଦନ) — (କୌଣସି ବିଷୟ) ସାଧାରଣରେ ପ୍ରଚାରିତ ହେବା — Wide publication of a matter (as if by beat of drum)
  • ଦେ. ବି. (ସଂ. ଢକ୍କା ଓ ବାଦନ) — ଢକା ବାଜୁଥାଇ ବ୍ରଜେ। କବିସୂର୍ଯ୍ୟ, କିଶୋରୀଚମ୍ପୂ ତ ଗୀତ।