ଡ Ḍa
- ସଂ. ବି. (ଡପ୍ ଧାତୁ=ରାଶ କରିବା+କର୍ତ୍ତୃ. ଅ) — ଶିବ; ମହାଦେବ — Siba
- ସଂ. ବି. (ଡପ୍ ଧାତୁ=ରାଶ କରିବା+କର୍ତ୍ତୃ. ଅ) — ଶବ୍ଦ — 2. Sound
- ସଂ. ବି. (ଡପ୍ ଧାତୁ=ରାଶ କରିବା+କର୍ତ୍ତୃ. ଅ) — ଭୟ; ତ୍ରାସ — Alarm; fright
- ସଂ. ବି. (ଡପ୍ ଧାତୁ=ରାଶ କରିବା+କର୍ତ୍ତୃ. ଅ) — ବାଡ଼ବାଗ୍ନି — Submarine fire
- ସଂ. ବି. (ଡପ୍ ଧାତୁ=ରାଶ କରିବା+କର୍ତ୍ତୃ. ଅ) — ଡମରୁ; କ୍ଷୀଣମଧ୍ୟ ଆନଦ୍ଧ ବାଦ୍ୟଯନ୍ତ୍ରବିଶେଷ — A musical instrument narrow in the middle
- ସଂ. ବି. (ଡପ୍ ଧାତୁ=ରାଶ କରିବା+କର୍ତ୍ତୃ. ଅ) — (ଡା ଧାତୁ=ଉଡ଼ିବା+କର୍ତ୍ତୃ. ଅ)— ଚାଷପକ୍ଷୀ; ଭଦଭଦଳିଆ ପକ୍ଷୀ — The blue jay; The Indian Roller bird; Coracias Indica