ଡଅଁର କରଞ୍ଜ Ḍa-añra karan̄ja
- ଦେ. ବି — ପାଣିକୂଳରେ ଓ ଖାଲ ଜମିରେ ଜନ୍ମିବା ଏକପ୍ରକାର କରଞ୍ଜ ଗଛ — Pongamia India
- ଦେ. ବି — [ଦ୍ର—କରଞ୍ଜ ତଳେ ନୋଟ ଦେଖ; ବୈଦ୍ଯକ ମତରେ ଏହା ସ୍ତମ୍ଭନକାରକ, ବିକ୍ତକଷାୟରସ, କଟୁବିପାକ ଓ ଉଷ୍ଣବୀର୍ଯ୍ୟ; ଏହା ବମନ, ପିତ୍ତ, ଅର୍ଶ, କ୍ରିମି, କୁଷ୍ଠ ଓ ପ୍ରମେଦ ନିବାରକ। ଏଥିର ଛୁଇଁ ଚେପଟା ଓ ପ୍ରତି ଛୁଇଁରେ ଗୋଟିଏ ଲେଖାଏଁ ଚେପଟା ମଞ୍ଜି ଥାଏ। ଏ ମଞ୍ଜିରୁ ଦୀପ ଜଳାଇବା ତେଲ ବାହାରେ। ଏ ତେଲ ଚର୍ମରୋଗରେ ମଧ୍ୟ ଉପକାରୀ।]