ଡଅଁର Ḍa-añra

  • ଦେ. ବି (ସଂ. ଦର=ଗର୍ତ୍ତ) — ପାଣି ଭଉଁରିର ତୋଡ଼ ଦ୍ୱାରା ନଦୀ ଗର୍ଭରେ ହୋଇଥିବା ଗର୍ତ୍ତ ବା ଖାଲ — Deep pools grooved by eddies in the river-bed
  • ଦେ. ବି (ସଂ. ଦର=ଗର୍ତ୍ତ) — ଜଳ ଭଉଁରି — Eddy
  • ଦେ. ବି (ସଂ. ଦର=ଗର୍ତ୍ତ) — ନଦୀର ଗଭୀର ଅଂଶ — Deep part of a river