ଡ୍ୟୋତି Dyoti

  • ସଂ. ବି. (ଦ୍ୟୁତ୍ ଧାତୁ+ଭାବ. ଇ) — ଦୀପ୍ତି; ଜ୍ୟୋତି — Splendour
  • ସଂ. ବି. (ଦ୍ୟୁତ୍ ଧାତୁ+ଭାବ. ଇ) — କାନ୍ତି; ସୌନ୍ଦର୍ଯ୍ଯ — Beauty; grace
  • ସଂ. ବି. (ଦ୍ୟୁତ୍ ଧାତୁ+ଭାବ. ଇ) — ପ୍ରକାଶ — Exhibition; manifestation