ଡ୍ୟୋତକ Dyotaka

  • ସଂ. ବିଣ. ପୁଂ. (ଦ୍ୟୁତ୍ ଧାତୁ+କର୍ତ୍ତୃ. ଅକ) — ବ୍ୟଞ୍ଜକ — Indicating
  • ସଂ. ବିଣ. ପୁଂ. (ଦ୍ୟୁତ୍ ଧାତୁ+କର୍ତ୍ତୃ. ଅକ) — ସୂଚକ — Signifying
  • ସଂ. ବିଣ. ପୁଂ. (ଦ୍ୟୁତ୍ ଧାତୁ+କର୍ତ୍ତୃ. ଅକ) — ପ୍ରକାଶକ — Expressive
  • ସଂ. ବିଣ. ପୁଂ. (ଦ୍ୟୁତ୍ ଧାତୁ+କର୍ତ୍ତୃ. ଅକ) — ଉଦ୍ବୋଧକ — Arousing; exciting
  • ସଂ. ବିଣ. ପୁଂ. (ଦ୍ୟୁତ୍ ଧାତୁ+କର୍ତ୍ତୃ. ଅକ) — ଉଜ୍ଜଳ — Shining; illuminating