ଡ୍ୟୂତ ବୃତ୍ତି Dyūta brutti

  • ସଂ. ବିଣ. (ବହୁବ୍ରୀହି; ଦ୍ୟୁତ+ବୃତ୍ତ) — ଜୁଆରି; ଯେ ଜୁଆ ଖେଳି ପେଟ ପୋଷେ — Given to gambling as a profession
  • ବି. — (ରୂପକ) ଜୁଆ ଖେଳିବା ଜୀବିକା — The profession of a gamester