ଡ୍ର କରିବା Ḍra karibā
- ବୈଦେ. କ୍ରି—(ଇଂ ଡ୍ର; ୱିଥ୍ଡ୍ର) — ବାଙ୍କ୍ ବା ଖଜଣାଖାନା ଆଦିରେ ଅମାନତ୍ ଥିବା ଟଙ୍କାକୁ ୱାପସ୍ ବା ଉଠାଇଆଣିବା — To draw or withdraw money from a bank etc
- ପ୍ରାଦେ. (ଗଞ୍ଜାମ) କ୍ରି — ମାସିକ ବେତନରେ କର୍ମ କରିବା — To draw as one's pay
- ପ୍ରାଦେ. (ଗଞ୍ଜାମ) କ୍ରି — [ଦ୍ର—ସରକାରୀ ଚାକରମାନେ ସେମାନଙ୍କ ଦରମା ଟଙ୍କା ମାସକୁ ମାସ ଖଜଣାଖାନାରୁ ଡ୍ର କରନ୍ତି। ଏଥିପାଇଁ ଗଞ୍ଜାମରେ ମାସିକ ବେତନ ପାଇବା ଅର୍ଥରେ ଏ କ୍ରିୟା ବ୍ଯବହୃତ ହୁଏ। ଯଥା—ରାମନ୍ନା ନାଇଡୁ ପଚାଶ ଟଙ୍କା ଡ୍ର କରନ୍ତି, ଅର୍ଥାତ୍ ରାମନ୍ନାଙ୍କର ଚାକିରିର ମାସିକ ବେତନ ପଚାଶ ଟଙ୍କା ଅଟେ।]