ଡ୍ୟାବାପୃଥିବୀ Dyābāpṛuthibi

  • ସଂ. ବି (ଦ୍ୟୁ=ଆକାଶ+ପୃଥିବୀ) — ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନ; ଶୂନ୍ଯ; ଅନ୍ତରୀକ୍ଷ — The space between the earth and the sky
  • ସଂ. ବି (ଦ୍ୟୁ=ଆକାଶ+ପୃଥିବୀ) — ସ୍ୱର୍ଗ ଓ ମର୍ତ୍ତ୍ୟ — Heaven and earth