ଡ୍ୟନ୍ତୁ Dyantu

  • ଦେ. (ପ୍ରାଚୀନ ପଦ୍ଯ) କ୍ରି — (ସେ ବା ସେମାନେ) ଦିଅନ୍ତୁ — Let (them or him) give (imperative mood)
  • ଦେ. (ପ୍ରାଚୀନ ପଦ୍ଯ) କ୍ରି — ପ୍ରାଣନାଥ ଦାନ ଦ୍ୟନ୍ତୁ ଅଖିଳ ବାସ । ପ୍ରାଚୀ. ଶିଶୁଶଙ୍କର ଉଷାଅଭିଳାଷ।