ଡ୍ୟନ୍ତି Dyanti
- ଦେ. (ପ୍ରାଚୀନ ପଦ୍ଯ କ୍ରିୟା—(ଦେବା କ୍ରିୟାର ବର୍ତ୍ତମାନ କାଳ 3 ୟ ପୁରୁଷ ବହୁବଚନ ବା ମାନ୍ୟାର୍ଥେ ଏକବଚନ; ଦିଅନ୍ତିର ରୂପାନ୍ତର) — ପ୍ରଦାନ କରନ୍ତି — (he or they) Give
- ଦେ. (ପ୍ରାଚୀନ ପଦ୍ଯ କ୍ରିୟା—(ଦେବା କ୍ରିୟାର ବର୍ତ୍ତମାନ କାଳ 3 ୟ ପୁରୁଷ ବହୁବଚନ ବା ମାନ୍ୟାର୍ଥେ ଏକବଚନ; ଦିଅନ୍ତିର ରୂପାନ୍ତର) — ତୁମ୍ଭଙ୍କୁ ଘଟୁଆଳେ ଦ୍ୟନ୍ତି ଟିକି ତାହା । କୃଷ୍ଣସିଂହ. ମହାଭାରତ. ସଭା।