ଡ୍ରେସିଙ୍ଗ୍ ଟେବଲ୍ Ḍresiṅg ṭebal
- ବୈଦେ. ବି.—(ଇଂ) — ଡାକ୍ତରଖାନାରେ ଯେଉଁ ଟେବଲ ଉପରେ ରୋଗୀକୁ ଶୁଆଇ କ୍ଷତରେ ପଟି ବନ୍ଧା ଯାଏ — Dressing table in a hospital
- ବୈଦେ. ବି.—(ଇଂ) — ଡ୍ରେସିଙ୍ଗ ଟେବୁଲ, ଡ୍ରେସିଙ୍ଗ ଟେବ୍ଳ
- ବୈଦେ. ବି.—(ଇଂ) — ସମ୍ମୁଖରେ ଦର୍ପଣ ଲାଗି ଥିବା ଯେଉଁ ଟେବଲ୍ ସାମନାରେ ସାହେବ ମେମ୍ ଓ ବାବୁ, ବାବୁଆଣିମାନେ ଠିଆ ହୋଇ ପୋଷାକ ପରିଚ୍ଛଦରେ ସଜବାଜ ହୁଅନ୍ତି ଓ କେଶବେଶାଦିର ବିନ୍ୟାସ କରନ୍ତି — Dressing table; toilet table