ଡ୍ରାଇଭର୍ Ḍrāibhar

  • ବୈଦେ. ବି. (ଇଂ) — ରେଳ ଓ ମଟରଗାଡ଼ି ଆଦିର କଳର ଚାଳକ — Driver of a railway train or motor car
  • ବୈଦେ. ବି. (ଇଂ) — କଚୁଆନ୍; ଗାଡ଼ୁଆନ୍
  • ବୈଦେ. ବି. (ଇଂ) — କଚୁଆନ୍; ଗାଡ଼ୁଆନ୍ — Driver of a coach or cart