ଡୋଲି ଲେଉଟା Ḍoli leuṭā
- ପ୍ରାଦ. (ଯାଜପୁର) ବି — ଝିଅ ପହିଲିପାଳି ଯାଇ ତହିଁ ଆର ଦିନ ବାପ ଘରକୁ ଫେରି ଆସି ସଙ୍ଗେ ସଙ୍ଗେ ସାମାନ୍ୟ କେତେକ ଭାର ନେଇ ସେହି ପୁଣି ଶାଶୂଘରକୁ ଫେରି ଯିବା — The coming back of a matured girl to her husband's house the very day she is brought back therefrom on the next day of her first trip to the husband's house for consummation of marriage