ଡୋର ଲଗାଇବା Ḍora lagāibā

  • ଦେ. କ୍ରି — (ଲକ୍ଷଣାର୍ଥ) (ସ୍ନେହର ଡୋର ଦ୍ୱାରା) ଝିଙ୍କିବା; ଆକର୍ଷଣ କରିବା — (figurative) To attract
  • ଦେ. କ୍ରି — (ଯଥା—ମୋଠାରେ ଜଗନ୍ନାଥେ ଡୋର ଲଗାଇ— ଲେଣି। ଅର୍ଥାତ୍ ଜଗନ୍ନାଥ ମହାପ୍ରଭୁ ମତେ ପୁରୀ ଯିବାକୁ ଆକର୍ଷଣ କଲେଣି।)