ଡୋର କୌପୁନୀ ନେବା Ḍora ka̲u̲punī nebā
- ଦେ. କ୍ରି — ଗୁରୁଙ୍କଠାରୁ ସନ୍ୟାସୀ ଦୀକ୍ଷା ଗ୍ରହଣ କରିବା; ସନ୍ୟାସ ଧର୍ମରେ ଦୀକ୍ଷିତ ହେବା — To be initiated into the tenets of asceticism
- ଦେ. କ୍ରି — [ଦ୍ର—ଏହି ଉପଲକ୍ଷରେ ଉତ୍ସବ ହୁଏ; ସାଧୁ, ବୈଷ୍ଣବ, ସନ୍ଥ, ମହନ୍ତମାନଙ୍କୁ ନିମତ୍ରଣ କରାଯାଏ ଓ ସେମାନଙ୍କୁ ଭୋଜୀ (ମଉଛବ) ଦିଆଯାଏ ଓ ନାମ ସଂକୀର୍ତ୍ତନ ହୁଏ।]