ଡେସିମଲ୍ Ḍesimal

  • ବୈଦେ. ବି (ଇଂ) — ଦଶମିକ; ଏକସଂଖ୍ୟାର ଦଶୋତ୍ତର ଭାଗ — Decimal
  • ବୈଦେ. ବି (ଇଂ) — ଏକ ଏକର୍ ଭୂମିର 1/100, 1/1000, 1/10000 ପ୍ରଭୃତି ଅଂଶ — ଏକ ଏକର୍ ଭୂମିର1/100, 1/1000, 1/10000ପ୍ରଭୃତି ଅଂଶ—. One decimal of an acre
  • ବୈଦେ. ବି (ଇଂ) — [ଦ୍ର—ଓଡ଼ିଶାରେ ପୂର୍ବେ ଭିନ୍ନ ଭିନ୍ନ ଦସ୍ତିର ପଦିକାରେ ଜମି ମାପ ହୋଇ ବାଟି, ମାଣ, ଗୁଣ୍ଠ, ବିଶ୍ୱା ଓ କାଣୀ ଦ୍ୱାରା ଜମିର କ୍ଷେତ୍ରଫଳ ନିର୍ଦ୍ଦିଷ୍ଟ ହେଉଥିଲା। କିନ୍ତୁ ଇଂରାଜି ଗଭର୍ଣ୍ଣମେଣ୍ଟଙ୍କ ଭୂରାଜସ୍ୱ ସେଟଲମେଣ୍ଟରେ ଏକର୍, ଡେସିମିଲ୍ ରୀତିରେ ଜମିର କ୍ଷେତ୍ରଫଳ ନିର୍ଦ୍ଦିଷ୍ଟ ହୋଇଅଛି। 24 ଦସ୍ତି ପଦିକାରେ ଏକମାଣ= 1 ଏକର୍; ଏକର୍କୁ ଏକଶତ, ଏକହଜାର ଓ ସ୍ଥାନବିଶେଷରେ ଦଶହଜାର ଭାଗରେ ବିଭକ୍ତ କରି ପ୍ରତ୍ୟେକ ଅଂଶକୁ ଡେସିମଲ୍ଦ୍ୱାରା ଚିହ୍ନିତ କରାଯାଏ। ଯେଉଁ ଅଞ୍ଚଳରେ ଏକରକ 100 ଭାଗରେ ବିଭକ୍ତ, ସେଠାରେ 100 ଡେସିମଲ୍= 1 ଏକର; ଯେଉଁଠାରେ ଏକରକ 1000 ଭାଗରେ ବିଭକ୍ତ, ସେଠାରେ 1000 ଡେସିମଲ୍= 1 ଏକର୍; ଯେଉଁଠାରେ ଏକରକ ଦଶହଜାର ଭାଗରେ ବିଭକ୍ତ, ସେଠାରେ 10000 ଡେସିମଲ= 1 ଏକର୍। ବଡ଼ ବଡ଼ ସହରରେ (ଯଥା କଟକରେ) ଜମିମାନ ଅତି କ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ ବିଭକ୍ତ ହୋଇ ଥିବାରୁ ଏକରକୁ ଦଶହଜାର ଡେସିମିଲରେ ବିଭକ୍ତ କରା ଯାଇ ସେଟଲମେଣ୍ଟ କରା ଯାଇଥିଲା।] — [ଦ୍ର—ଓଡ଼ିଶାରେ ପୂର୍ବେ ଭିନ୍ନ ଭିନ୍ନ ଦସ୍ତିର ପଦିକାରେ ଜମି ମାପ ହୋଇ ବାଟି, ମାଣ, ଗୁଣ୍ଠ, ବିଶ୍ୱା ଓ କାଣୀ ଦ୍ୱାରା ଜମିର କ୍ଷେତ୍ରଫଳ ନିର୍ଦ୍ଦିଷ୍ଟ ହେଉଥିଲା କିନ୍ତୁ ଇଂରାଜି ଗଭର୍ଣ୍ଣମେଣ୍ଟଙ୍କ ଭୂରାଜସ୍ୱ ସେଟଲମେଣ୍ଟରେ ଏକର୍, ଡେସିମିଲ୍ ରୀତିରେ ଜମିର କ୍ଷେତ୍ରଫଳ ନିର୍ଦ୍ଦିଷ୍ଟ ହୋଇଅଛି24ଦସ୍ତି ପଦିକାରେ ଏକମାଣ=1ଏକର୍; ଏକର୍କୁ ଏକଶତ, ଏକହଜାର ଓ ସ୍ଥାନବିଶେଷରେ ଦଶହଜାର ଭାଗରେ ବିଭକ୍ତ କରି ପ୍ରତ୍ୟେକ ଅଂଶକୁ ଡେସିମଲ୍ଦ୍ୱାରା ଚିହ୍ନିତ କରାଯାଏ ଯେଉଁ ଅଞ୍ଚଳରେ ଏକରକ100ଭାଗରେ ବିଭକ୍ତ, ସେଠାରେ100ଡେସିମଲ୍=1ଏକର; ଯେଉଁଠାରେ ଏକରକ1000ଭାଗରେ ବିଭକ୍ତ, ସେଠାରେ1000ଡେସିମଲ୍=1ଏକର୍; ଯେଉଁଠାରେ ଏକରକ ଦଶହଜାର ଭାଗରେ ବିଭକ୍ତ, ସେଠାରେ10000ଡେସିମଲ=1ଏକର୍ ବଡ଼ ବଡ଼ ସହରରେ (ଯଥା କଟକରେ) ଜମିମାନ ଅତି କ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ ବିଭକ୍ତ ହୋଇ ଥିବାରୁ ଏକରକୁ ଦଶହଜାର ଡେସିମିଲରେ ବିଭକ୍ତ କରା ଯାଇ ସେଟଲମେଣ୍ଟ କରା ଯାଇଥିଲା]