ଡେଲିଙ୍ଗିବା Ḍelingibā

  • ଦେ. କ୍ରି—(କୌଣସି ସିଧା ପତଳା ଲମ୍ବା ପଟା) — ବଙ୍କା ବା କୁବ୍ଜ ହୋଇଯିବା — To become bent or curved (said of a thin plank); to bulge
  • ଦେ. କ୍ରି—(କୌଣସି ସିଧା ପତଳା ଲମ୍ବା ପଟା) — [ଦ୍ର—ପଟା ଆଦିର ମଧ୍ୟ ଅଂଶ ତଳଆଡ଼କୁ ବଙ୍କେଇ ଗଲେ ତାକୁ ନଇଁବା ବା ଲଇଁବା ଏବଂ ଉପରଆଡ଼କୁ ବଙ୍କେଇ ଗଲେ ତାକୁ ଡେଲିଙ୍ଗିବା କହନ୍ତି।]