ଡେରି ହେବା Ḍeri hebā

  • ଦେ. ବି — ବିଳମ୍ବ ଘଟିବା — Being late; or delayed
  • ଦେ. କ୍ରି — ଡେରିବା କ୍ରିୟାର କର୍ମବାଚ୍ୟରୂପ — To be made to lean in a standing posture
  • ଦେ. କ୍ରି — ଆପଣାର ଦେହକୁ ଭୂତଳରୁ ସମକୋଣଭାବରେ ରଖିବା — To keep one's body perpendicular to the earth's surface
  • ଦେ. କ୍ରି — (ଯଥା—ତୁମେ ଡେରି ହୋଇ ବସ।)
  • ପ୍ରାଦେ. (ସମ୍ବଲପୁର) କ୍ରି. (ଗାଳିରେ ବ୍ଯବହୃତ) ନିଜର ବାହାଦୂରୀ ଦେଖାଇ ହେବା — To display one's excellence; to show off; to be ostentations