ଡେରି ଦେବା Ḍeri debā

  • ଦେ. କ୍ରି. — ଡେରିବା (ଦେଖ) — Ḍeribā (See)
  • ଦେ. କ୍ରି. — (କେଉଟଙ୍କ ଭାଷା) ନୌକାର ଆଗ ମଙ୍ଗକୁ କାତଦ୍ୱାରା ସଂଯତ କରିବା — (nautical term) To direct or regulate the direction or position of the front end of a boat by punting it with the punting rod