ଡେରା ହୋ Ḍerā ho
- ଦେ. ଅ — (ସ୍ତ୍ରୀଲୋକଙ୍କୁ ଗାଳିବିଶେଷ)—ତୁ ଗର୍ଭବତୀ ହୋଇ ପ୍ରାଣତ୍ୟାଗ କର୍; ତୋ ପେଟ ଚିରା ହେଉ ଓ ତୋ ଶବ ଡେରା ହେଉ — (a curse used to women) Die while pregnant
- ଦେ. ଅ — [ଦ୍ର—ଆମ ଦେଶରେ ଗର୍ଭିଣୀ ସ୍ତ୍ରୀମାନେ ମଲେ ଶବକୁ ଦାହ କରିବା ପୂର୍ବରୁ ତା ପେଟକୁ ଚିରି ଗର୍ଭସ୍ଥ ପିଲାକୁ ବାହାର କରି ଉକ୍ତ ଶବକୁ ଡେରି କରି ରଖି ମାତୃ ଶବ ଓ ଭ୍ରୂଣ ଶବକୁ ପୃଥକ୍ ପୃଥକ୍ ସଂସ୍କାର କରନ୍ତି। ଏଥିପାଇଁ ଡେରା ହେବାର ଏହି ଅର୍ଥ।]