ଡେରା ହେବା Ḍerā hebā

  • ଦେ. କ୍ରି. — ଡେରିବା କ୍ରିୟାର କର୍ମବାଚ୍ୟ ରୂପ — Passive voice of the verb. Ḍeribā, to set in a leaning posture
  • ଦେ. କ୍ରି. — ଲମ୍ବ ବାଗରେ କାନ୍ଥ, ଆଦିକୁ ଲଗାଇ କର୍ଣ୍ଣରୂପେ ରଖାଯିବା — To be put in a standing position leaning against a wall
  • ଦେ. କ୍ରି. — (ସ୍ତ୍ରୀଲୋକଙ୍କ ପ୍ରତି ଅଭିଶାପ ବଚନ) ଗର୍ଭବତୀ ଅବସ୍ଥାରେ ମରିବା — To die during pregnancy
  • ଦେ. କ୍ରି. — (ଡେରା ହୋ ତଳେ ନୋଟ୍ ଦେଖ)