ଡେରା ଯିବା Ḍerā j̄ibā
- ଦେ. କ୍ରି. — ଡେରିବା କ୍ରିୟାର କର୍ମବାଚ୍ୟ ରୂପ — Passive voice of the verb. Ḍeribā, to set in a lerning posture
- ଦେ. କ୍ରି. — ଲମ୍ବ ବାଗରେ କାନ୍ଥ, ଆଦିକୁ ଲଗାଇ କର୍ଣ୍ଣରୂପେ ରଖାଯିବା — To be put in a standing position leaning against a wall
- ଦେ. କ୍ରି. — (ସ୍ତ୍ରୀଲୋକଙ୍କ ପ୍ରତି ଅଭିଶାପ ବଚନ) ଗର୍ଭବତୀ ଅବସ୍ଥାରେ ମରିବା — To die during pregnancy
- ଦେ. କ୍ରି. — (ଡେରା ହୋ ତଳେ ନୋଟ୍ ଦେଖ)