ଡେମି କାଗଜ Ḍemi kāgaja
- ଦେ. ବି — କଚେରୀରେ ଦରଖାସ୍ତ ଆଦି ଲେଖିବା ନିମନ୍ତେ ବ୍ଯବହୃତ ପଇସିକିଆ କାଗଜଫର୍ଦ୍ଦ; କାର୍ତ୍ତୁଜ୍ କାଗଜ — Demy paper; cartridge paper sheets used for writing petitions and planits
- ଦେ. ବି — [ଦ୍ର—ଏହା ଆକାରରେ ଫୁଲସ୍କାପ୍ ଫର୍ଦର ଅଧେ ଓ ସାଧାରଣ କାଗଜ ଅପେକ୍ଷା ମୋଟ; ଏହାର ଲମ୍ବ 13 ୳ ଇଞ୍ଚ ଏବଂ ଚଉଡା 8 ୳ ଇଞ୍ଚ। ଏ କାଗଜର ଦେହରେ ସରକାରଙ୍କ ନାମ ସାଧା ଅକ୍ଷରରେ ଛାପା ହୋଇଥାଏ ଓ ଷ୍ଟାମ୍ଫ ଭେଣ୍ଡର୍ମାନେ ଏହା ବିକନ୍ତି।] — [ଦ୍ର—ଏହା ଆକାରରେ ଫୁଲସ୍କାପ୍ ଫର୍ଦର ଅଧେ ଓ ସାଧାରଣ କାଗଜ ଅପେକ୍ଷା ମୋଟ; ଏହାର ଲମ୍ବ13୳ ଇଞ୍ଚ ଏବଂ ଚଉଡା8୳ ଇଞ୍ଚ ଏ କାଗଜର ଦେହରେ ସରକାରଙ୍କ ନାମ ସାଧା ଅକ୍ଷରରେ ଛାପା ହୋଇଥାଏ ଓ ଷ୍ଟାମ୍ଫ ଭେଣ୍ଡର୍ମାନେ ଏହା ବିକନ୍ତି]