ଡେମି ଅଫିସିଆଲ୍ ଚିଠି Ḍemi aphisial chiṭhi

  • ବୈଦେ. ବି. (ଇଂ. ଡେମୀ ଅଫିସିଆଲ୍—ଅର୍ଦ୍ଧ ସରକାରୀ+ଓ. ଚିଠି) — ସରକାରୀ କର୍ମଚାରୀଙ୍କର ସରକାରୀ କାର୍ଯ୍ୟ ସମ୍ବନ୍ଧେ ଘରୋଇ ଚିଠି — Demi-official letter