ଡେଭଲପ୍ କରିବା Ḍebhalap karibā

  • ଦେ. କ୍ରି — ଫଟୋଗ୍ରାଫ୍ ନିଆ ଯାଇଥିବା ନେଗେଟିଭ୍ କାଚକୁ ମସଲା ପାଣିରେ ଧୋଇବା ଦ୍ୱାରା ସେଥିରେ ପଡ଼ିଥିବା ଛାୟାଚିତ୍ରର ଆକାର ଅନ୍ଯ କାଗଜରେ ସ୍ପଷ୍ଟରୂପେ ଉଠାଯିବାର ଉପାୟ କରିବା — To develop a plate in photography