ଡେପୁଟେସନ୍ Ḍepuṭesan

  • ବୈଦେ. ବି (ଇଂ) — କୌଣସି କର୍ତ୍ତୃପକ୍ଷ ବା ଶାସକଙ୍କୁ ସାକ୍ଷାତ୍ କରି ତାଙ୍କ ନିକଟରେ କୌଣସି ବିଶିଷ୍ଟ ଉଦ୍ଦେଶ୍ୟ, ଅଭିଯୋଗ ବା ପ୍ରାର୍ଥନା ଜଣାଇବା ପାଇଁ ନିର୍ବାଚିତ ହୋଇଥିବା ଲୋକପ୍ରତିନିଧିଦଳ — Deputation of selected persons who wait upon a high personage