ଡେକ୍ଚି Ḍek-chi

  • ବୈଦେ. ବି. (ଫା. ଦେଗ୍ଚା; ଦେଗ୍ଚୀ=ତମ୍ବାର ଛୋଟ ପାକ ପାତ୍ର) — ତମ୍ବା ବା ଆଲୁମିନିଅମ୍ ଧାତୁରେ ନିର୍ମିତ ହାଣ୍ଡି ବା ରନ୍ଧନ ପାତ୍ର — Degchee; copper or alluminium cooking pot