ଡୁଡ଼ୁମା Ḍuṟḍ̠umā
- ଦେ. ବି. (ନାମ) — ବିଶାଖାପାଟଣା ଜିଲ୍ଲାର ଜୟପୁର ରାଜ୍ୟର ରାଜଧାନୀଠାରୁ ତିନି ଚାରି ମାଇଲ ଦୂରରେ ଥିବା ଗୋଟିଏ କମନୀୟ ଜଳପ୍ରପାତ — Name of a fine waterfall in the Jeypur Estate of the Vizag district
- ଦେ. ବି. (ନାମ) — [ଦ୍ର—ଏହି ସ୍ଥାନକୁ ଅନେକ ବିଦେଶୀ ପ୍ରତିବର୍ଷ ଗ୍ରୀଷ୍ମ ଓ ଶୀତ କାଳରେ ଆସନ୍ତି।]