ଡୁଣ୍ଡୁ Ḍuṇḍu

  • ଦେ. ବି — ଫଣାହୀନ ଏକପ୍ରକାର ନିର୍ବିଷ ଜଳଚର ସର୍ପ; ଧଣ୍ଡସାପ; ପାଣିଧଣ୍ଡ — A kind of venomless water-snake
  • ଦେ. ବି — ଢେମଣା ସାପ — A kind of non-venomous snake
  • ଦେ. ବି — [ଦ୍ର—ଏମାନେ ମଧ୍ୟ ଫଣାହୀନ, ନିର୍ବିଷ ଓ 4। 5 ହାତ ପର୍ଯ୍ୟନ୍ତ ଲମ୍ବ ହୁଅନ୍ତି।] — [ଦ୍ର—ଏମାନେ ମଧ୍ୟ ଫଣାହୀନ, ନିର୍ବିଷ ଓ4 5ହାତ ପର୍ଯ୍ୟନ୍ତ ଲମ୍ବ ହୁଅନ୍ତି]