ଡୁଙ୍ଗ୍ବା Ḍuṅg-bā

  • ପ୍ରାଦେ. (ଗଡ଼ଜାତ ଓ ସମ୍ବଲପୁର) କ୍ରି — ଝାଙ୍କିବା; ଲୁଚି କରି ଚାହିଁବା; ଉଣ୍ଡିବା — To look stealthily; to peep
  • ପ୍ରାଦେ. (ଗଡ଼ଜାତ ଓ ସମ୍ବଲପୁର) କ୍ରି — ପୋଡ଼ିବା — To burn