ଡୁବୁ ଡୁବୁ Ḍubu ḍubu

  • ଦେ. ବିଣ. — ଆକଣ୍ଠ ନିମଜ୍ଜିତ; ମଗ୍ନ ପ୍ରାୟ — About to sink; sinking
  • ଦେ. ବିଣ. — ପାଣିରେ ଥରେ ବୁଡ଼ିଯାଇ ପୁଣି ଭାସି ଉଠୁଥିବା; ଉବେଇ— ଟୁବେଇ — Bobbing in water; alternately sinking down and rising up