ଡୁବିବା Ḍubibā
- ଦେ. କ୍ରି. [ସଂ. ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂ. ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ଯଯରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ଯବହାର ଅଛି] — ଜଳାଦିରେ ବୁଡ଼ିବା; ନିମଜ୍ଜିତ ହେବା; ଜଳମଗ୍ନ— ହେବା — To dive; to dip; to sink; to plunge in water
- ଦେ. କ୍ରି. [ସଂ. ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂ. ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ଯଯରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ଯବହାର ଅଛି] — (ସଂ. ବୁଡ଼ ଧାତୁ=ଆଚ୍ଛାଦନ, ତ୍ୟାଗ; ଯୋଗେଶ୍ଚନ୍ଦ୍ର) ଆଚ୍ଛାଦିତ ହେବା — To be covered over
- ଦେ. କ୍ରି. [ସଂ. ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂ. ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ଯଯରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ଯବହାର ଅଛି] — (ଯଥା—ଚନ୍ଦ୍ର ମେଘରେ ଡୁବି ଗଲେ।)
- ଦେ. କ୍ରି. [ସଂ. ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂ. ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ଯଯରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ଯବହାର ଅଛି] — ଆକ୍ରାନ୍ତ ହେବା; ବିହ୍ୱଳ ହେବା — To be overwhelmed
- ଦେ. କ୍ରି. [ସଂ. ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂ. ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ଯଯରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ଯବହାର ଅଛି] — (ଯଥା—ମୁଁ ଦେଣାରେ ଡୁବି ଗଲିଣି।)
- ଦେ. କ୍ରି. [ସଂ. ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂ. ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ଯଯରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ଯବହାର ଅଛି] — ଅସ୍ତଗାମୀ ହେବା — To set
- ଦେ. କ୍ରି. [ସଂ. ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂ. ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ଯଯରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ଯବହାର ଅଛି] — ଡୁବନ୍ତି ଦିନାନ୍ତେ ତପ୍ତୁ ହେମଚ୍ଛବି ଧୀରେ ଦେବୀଦ୍ୱାର ଗିରିଶୃଙ୍ଗେ ରବି। ରାଧାନାଥ. ନନ୍ଦକେଶ୍ୱରୀ।
- ଦେ. କ୍ରି. [ସଂ. ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂ. ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ଯଯରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ଯବହାର ଅଛି] — ଅଦୃଶ୍ୟ ହେବା; ଉଭେଇଯିବା — To vanish; to disappear
- ଦେ. କ୍ରି. [ସଂ. ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂ. ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ଯଯରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ଯବହାର ଅଛି] — (ଯଥା—ଆଜି କାଲି ଏ ଦେଶରୁ ଅତିଥିସତ୍କାର ଓ ଧର୍ମାନୁଷ୍ଠାନ— ମାନ ଡୁବିଲାଣି।)
- ଦେ. କ୍ରି. [ସଂ. ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂ. ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ଯଯରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ଯବହାର ଅଛି] — (ମୂଳଧନ ବା ପାଣ୍ଠି) ବିନଷ୍ଟ ହେବା — (capital or invested money) To be lost
- ଦେ. କ୍ରି. [ସଂ. ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂ. ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ଯଯରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ଯବହାର ଅଛି] — (ଯଥା—କାରବାରରେ ମୋ ମୂଳଧନ ଡୁବିଲା।)
- ଦେ. କ୍ରି. [ସଂ. ବୁଲ ଧାତୁ (Beams) ତୁଳ. ପ୍ରା. ବୁଡ଼ଧାତୁ=ନିମଜ୍ଜନ; ତୁଳ. ସଂ. ବୁଡ୍ ଧାତୁ=ଘୋଡ଼ାଇବା, ଲୁଚାଇବା, to hide; to conceal, ଛାଡ଼ିବା, ଉତ୍ସର୍ଗ କରିବା, to emit, to discharge (Apte). ବର୍ଣ୍ଣ ବିପର୍ଯ୍ଯଯରେ 'ଡୁବ' ହୋଇଅଛି; ବଙ୍ଗଳା, ହିନ୍ଦୀ ଓ ମରହଟୀ ଭାଷାରେ ଏ ଅର୍ଥରେ ଡୁବିବା କ୍ରିୟାର ବ୍ଯବହାର ଅଛି] — ଅଧୋଗତି ବା ଅବନତି ପ୍ରାପ୍ତ ହେବା — To go down; to deteriorate