ଡୁବାଇ Ḍubāi
- ଦେ. ବି — ପାଣି କୁଆ ପକ୍ଷୀ — The Diver bird; the Grebe; the Dabchick; Colimbus Holboellii; Podilymbus Podicepes
- ଦେ. ବି — [ଦ୍ର—ଏମାନେ ଲମ୍ବରେ 12 ଆଙ୍ଗୁଳ ପର୍ଯ୍ୟନ୍ତ ହୁଅନ୍ତି; ମୁଣ୍ଡ କଳା, ପେଟ ଧଳା, ପକ୍ଷ କଳା ଓ ଛାତି ଖଇରା, ଥଣ୍ଟ ସିଧା ଓ ଥଣ୍ଟର ଅଗ ଦାଢ଼ୁଆ; ପକ୍ଷ ଛୋଟ, ଲାଞ୍ଜ ଅତି କ୍ଷୁଦ୍ର, ପାଦ ହଂସପାଦ ପରି। ଏମାନେ ପାଣିରେ ବହୁକ୍ଷଣ ବୁଡ଼ି ରହି ଗୋଡ଼ ଓ ପକ୍ଷ ଦ୍ୱାରା ପହଁରି ମାଛ ଧରି ଖାଆନ୍ତି ଓ ଶୁଖିଲାରେ ବସି ପକ୍ଷକୁ ଶୁଖନ୍ତି। ଏମାନେ ଜାଲପାଦ।] — [ଦ୍ର—ଏମାନେ ଲମ୍ବରେ12ଆଙ୍ଗୁଳ ପର୍ଯ୍ୟନ୍ତ ହୁଅନ୍ତି; ମୁଣ୍ଡ କଳା, ପେଟ ଧଳା, ପକ୍ଷ କଳା ଓ ଛାତି ଖଇରା, ଥଣ୍ଟ ସିଧା ଓ ଥଣ୍ଟର ଅଗ ଦାଢ଼ୁଆ; ପକ୍ଷ ଛୋଟ, ଲାଞ୍ଜ ଅତି କ୍ଷୁଦ୍ର, ପାଦ ହଂସପାଦ ପରି ଏମାନେ ପାଣିରେ ବହୁକ୍ଷଣ ବୁଡ଼ି ରହି ଗୋଡ଼ ଓ ପକ୍ଷ ଦ୍ୱାରା ପହଁରି ମାଛ ଧରି ଖାଆନ୍ତି ଓ ଶୁଖିଲାରେ ବସି ପକ୍ଷକୁ ଶୁଖନ୍ତି ଏମାନେ ଜାଲପାଦ]
- ଦେ. ବି — ଡୁବେଇ 2 (ଦେଖ) — ଡୁବେଇ(ଦେଖ)—. Ḍubei (See)
- ଦେ. ବି — ଦୁବେ (ଦେଖ) — Dube (See)