ଡୁଗ୍ଡୁଗୀ Ḍug-ḍugī
- ପ୍ରାଦେ. (ମେଦିନୀପୁର) ବି. (ତୁଳ. ବଂ. ଏହି ଶବ୍ଦ ଏହି ଅର୍ଥରେ) — ସାପୁଆ ଓ ବାଜୀଗର ଯେଉଁ ଛୋଟ ଡମରୁ ବାଦ୍ୟ ବଜାନ୍ତି — A kind of X shaped double-faced small drum played on by snake- charmers and magicians
- ପ୍ରାଦେ. (ମେଦିନୀପୁର) ବି. (ତୁଳ. ବଂ. ଏହି ଶବ୍ଦ ଏହି ଅର୍ଥରେ) — ଡୁଲ୍କୀ (ଦେଖ) — Ḍul-kī (See)