ଡୁଗି ତବଲା Ḍugi tabalā

  • ଦେ. (ସହଚର ଶବ୍ଦ; ଧ୍ୱନ୍ୟନୁକରଣ ଡୁଗି+ଆ. ତବଲହ୍) — ବାଁଆଁ ହାତରେ ଟିପିବା ପାଇଁ ବାୟାଁ ଓ ଡାହାଣ ହାତରେ ଟିପିବା ପାଇଁ ତବଲା, ଏହପରି ଦୁଇଟି ଏକ ସଙ୍ଗେ ବଜାଯିବା ଆନଦ୍ଧ ବାଦ୍ୟ ଯନ୍ତ୍ର — A pair of kettle-drums sounded by striking them with the left and right hands respectively