ଡି. ପି. ଡବ୍ଲ୍ୟୁ Ḍi. pi. ḍablyu.
- ବୈଦେ. ବି. (ଇଂ) — (ସାଙ୍କେତିକ; ଡିପାର୍ଟମେଣ୍ଟ ଅଫ ପବ୍ଲିକ୍ ୱାର୍କ୍ସରେ ଥିବା ପ୍ରଧାନ ଶବ୍ଦତ୍ରୟର ଆଦ୍ୟ 3 ଇଂରାଜି ଅକ୍ଷର) ସରକାରଙ୍କ ବାରିକମିସ୍ତ୍ରୀ ଇଲାକା — (ସାଙ୍କେତିକ; ଡିପାର୍ଟମେଣ୍ଟ ଅଫ ପବ୍ଲିକ୍ ୱାର୍କ୍ସରେ ଥିବା ପ୍ରଧାନ ଶବ୍ଦତ୍ରୟର ଆଦ୍ୟ3ଇଂରାଜି ଅକ୍ଷର) ସରକାରଙ୍କ ବାରିକମିସ୍ତ୍ରୀ ଇଲାକା— D.P.W; abbreviation for the Department of Public Works; P.W.D