ଡି. ପି. ଆଇ Ḍi. pi. āi.

  • ବୈଦେ. ବି. (ଇଂ) (ସାଙ୍କେତିକ); (ଡାଇରେକ୍ଟର୍ ଅଫ୍ ପବ୍ଲିକ୍ ଇନ୍ସ୍ଟ୍ରକ୍ସନ୍ର ପ୍ରଧାନ ଶବ୍ଦତ୍ରୟର ଆଦ୍ୟ 3 ଇଂରାଜି ଅକ୍ଷର)।। ସରକାରୀ ଶିକ୍ଷା ବିଭାଗର ପ୍ରାଦେଶିକ କର୍ତ୍ତା ବା ହାକିମ — (ଡାଇରେକ୍ଟର୍ ଅଫ୍ ପବ୍ଲିକ୍ ଇନ୍ସ୍ଟ୍ରକ୍ସନ୍ର ପ୍ରଧାନ ଶବ୍ଦତ୍ରୟର ଆଦ୍ୟ3ଇଂରାଜି ଅକ୍ଷର) ସରକାରୀ ଶିକ୍ଷା ବିଭାଗର ପ୍ରାଦେଶିକ କର୍ତ୍ତା ବା ହାକିମ—D.P.I; abbreviation for the Director of Public Instruction of a province
  • ବୈଦେ. ବି. (ଇଂ) (ସାଙ୍କେତିକ); (ଯଥା—ବିହାର ଓଡ଼ିଶାର ଡି. ପି. ଆଇ. ମହାମତି ଫକସ୍ ସାହେବଙ୍କର ଓ ଭାଷାକୋଷର ପ୍ରକାଶ ସମ୍ବନ୍ଧେ ପ୍ରଗାଢ଼ ଉଦ୍ୟମ ଓ ଉତ୍ସାହଦାନ ଲାଗି ସଂଗ୍ରାହକ ତାଙ୍କଠାରେ ଚିରଋଣୀ।)