ଡିଷ୍ଟ୍ରିକ୍ଟ ଇଞ୍ଜିନିୟର୍ Ḍishṭrikṭ in̄jiniyar

  • ବୈଦେ. ବି. (ଇଂ. ଡିଷ୍ଟ୍ରିକ୍ଟ+ଏଞ୍ଜିନିଅର୍) — ଡିଷ୍ଟ୍ରିକ୍ଟବୋର୍ଡ ଅଧୀନ ପୂର୍ତବିଭାଗର ସର୍ବୋଚ୍ଚ କର୍ମଚାରୀ — District Engineer