ଡିଶ୍ପିଉଟ୍ Ḍiṡ-piuṭ

  • ବୈଦେ. ବି. (ଇଂ) (ସେଟେଲମେଣ୍ଟ ଯୋଗୁଁ ପ୍ରଚଳିତ ଶବ୍ଦ) — ବଦର ବା ଖାନାପୁରି କାର୍ଯ୍ୟ ଶେଷ ହେବାପରେ ଅର୍ଥାତ୍ ଆଟେଷ୍ଟେସନ୍ କାର୍ଯ୍ୟ ଚଳିବା ସମୟରେ ଭୁଲ ସଂଶୋଧନ ପାଇଁ କୌଣସି ବ୍ଯକ୍ତି ଦାଏର କରିବା ଆପତ୍ତି — A case or dispute filed by a person at the attestation-stage during the Settlement operation