ଡିଶ୍ଚାର୍ଜ Ḍiṡ-chārj
- ବୈଦେ. ବି. (ଇଂ. ଡିସ୍ଚାର୍ଜ) — ଚାକିରିରୁ ସ୍ଥଗିତ ବା ରହିତ କରାଯିବା; ବରଖାସ୍ତି — Discharge from service
- ବୈଦେ. ବି. (ଇଂ. ଡିସ୍ଚାର୍ଜ) — ରେତଃସ୍ଖଳନ — Discharge of semen
- ବୈଦେ. ବି. (ଇଂ. ଡିସ୍ଚାର୍ଜ) — ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହେଲା ପରେ ଡାକ୍ତରଖାନାରୁ ଖଲାସ ହେବା — Discharge of a patient from the hospital after cure
- ବୈଦେ. ବି. (ଇଂ. ଡିସ୍ଚାର୍ଜ) — ମୁକ୍ତି ପ୍ରଦାନ; ଖଲାସା — Release; discharge