ଡିଶ୍କାଉଣ୍ଟ୍ Ḍiṡ-kāuṇṭ

  • ବୈଦେ. ବି. (ଇଂ. ଡିସକାଉଣ୍ଟ୍) — ଟଙ୍କା କରଜ ଦେଲା ବେଳେ ତହିଁରୁ ମହାଜନ କାଢ଼ି ରଖିବା ଆଗତୁରା ସୁଧ — Discount
  • ବୈଦେ. ବି. (ଇଂ. ଡିସକାଉଣ୍ଟ୍) — ପଣ୍ୟଦ୍ରବ୍ୟ ନଗଦ ଧନ ନେଇ ଖରିଦ କରିବା ଲୋକକୁ ବେପାରି ଛାଡ଼ି ଦେବା ମୂଲ୍ୟର ଅଂଶ — Discount allowed to a purchaser for cash