ଡିମ୍ବିକା Ḍimbikā
- ସଂ. ବି. ସ୍ତ୍ରୀ. (ଡିମ୍ବ+ଇକ+ସ୍ତ୍ରୀ. ଆ) — କାମୁକୀ ସ୍ତ୍ରୀ — A lascivious woman
- ସଂ. ବି. ସ୍ତ୍ରୀ. (ଡିମ୍ବ+ଇକ+ସ୍ତ୍ରୀ. ଆ) — ଜଳବୁଦ୍ୱୁଦ — 3. Water-bubble
- ସଂ. ବି. ସ୍ତ୍ରୀ. (ଡିମ୍ବ+ଇକ+ସ୍ତ୍ରୀ. ଆ) — ଶ୍ୟୋନାକ ବୃକ୍ଷ (ଜ୍ଞାନେନ୍ଦ୍ର); ଫଣଫଣା (ଦେଖ) — Phaṇaphaṇā (See)