ଡିମ୍ବ ତିଅଣ Ḍimba tiaṇa
- ଦେ. ବି (ସଂ. ଡିମ୍ବ+ତେମନ) — ଡିମ୍ବ ରନ୍ଧା ହୋଇ ଥିବା ବ୍ୟଞ୍ଜନ — Curry made with eggs
- ଦେ. ବି (ସଂ. ଡିମ୍ବ+ତେମନ) — [ଡିମ୍ବ ତିଅଣ କି ଆଇଁଷରେ ଲେଖା?— ପ୍ରବଚନ। ଡିମ୍ବରେ ତରକାରୀ କରି ଖାଇଲେ ଆମିଷ ଖାଇବା ଲାଳସ ପରିତୃପ୍ତ ହୁଏ ନାହିଁ, ଅଥଚ ଜୀବହତ୍ୟା ପାପ ଅର୍ଜିତ ହୁଏ। ଏହିପରି ସ୍ଥଳରେ ଏ ଉଲାଖ ଦିଆଯାଏ।]