ଡିମାରେଜ୍ Ḍimārej

  • ବୈଦେ. ବି—(ଇଂ ଡିମର୍ରେଜ୍) — ବନ୍ଦରରେ ଜାହାଜ ନିର୍ଦ୍ଦିଷ୍ଟ ଦିନ ଅପେକ୍ଷା ବେଶି ଦିନ ରହିଲେ ତହିଁ ପାଇଁ ଜାହାଜବାଲା ବନ୍ଦରସ୍ୱାମୀକୁ ଦେବା ଅର୍ଥ— ଦଣ୍ଡ — 2. Demmurrage for a ship
  • ବୈଦେ. ବି—(ଇଂ ଡିମର୍ରେଜ୍) — ଗଇର୍ ଖରଚା (ଦେଖ) — Gair kharachā (See)