ଡିବିଡିବି ବାଜିବା Ḍibiḍibi bājibā

  • ଦେ. କ୍ରି — (କୌଣସି ବିଷୟ) ସର୍ବତ୍ର ପ୍ରଘଟ ହେବା; ସାଧାରଣରେ ପ୍ରକଟିତ ବା ରାଷ୍ଟ୍ର ହେବା — To be published or proclaimed broad cast
  • ଦେ. କ୍ରି — କଟକରେ ବାଜେ ଡିବିଡିବି ଝିଅ ନିତି କହୁ ଥାଏ ଯିବି ଯିବି—ଢଗ।