ଡିଫାମେସନ୍ Ḍipḥāmesan

  • ବୈଦେ. ବି. (ଇଂ) — କୌଣସି ବ୍ଯକ୍ତି ବିରୁଦ୍ଧରେ ଅପବାଦର ପ୍ରଚାର — Defamation
  • ବୈଦେ. ବି. (ଇଂ) — [ଦ୍ର—ଯେବେ କୌଣସି ବ୍ଯକ୍ତି ଅନ୍ଯ ବ୍ଯକ୍ତିର ସୁନାମରେ ବାଧା ଦେବା ଉଦ୍ଦେଶ୍ୟରେ ଅନ୍ଯ ବ୍ଯକ୍ତି ବିରୁଦ୍ଧରେ ଲିଖିତଭାବରେ, ମୁହଁରେ କିମ୍ବା ଇଙ୍ଗିତାଦି— ଦ୍ୱାରା ଉକ୍ତ ବ୍ଯକ୍ତିର କୌଣସି ନିନ୍ଦାଜନକ ବା ସମ୍ମାନ— ହାନିକର ବିଷୟ ଏକାଧିକ ବ୍ଯକ୍ତିଙ୍କ ନିକଟରେ ପ୍ରଚାର କରେ ତେବେ ତାହା 'ଡିଫାମେସନ୍' ହୁଏ। ଏଥିର ସଂଜ୍ଞା ଭାରତୀୟ ଦଣ୍ଡବିଧି ଆଇନର 499 ଦଫାରେ ଓ ଦଣ୍ଡ 500 ଦଫାରେ ବିବୃତ ହୋଇଅଛି।] — [ଦ୍ର—ଯେବେ କୌଣସି ବ୍ଯକ୍ତି ଅନ୍ଯ ବ୍ଯକ୍ତିର ସୁନାମରେ ବାଧା ଦେବା ଉଦ୍ଦେଶ୍ୟରେ ଅନ୍ଯ ବ୍ଯକ୍ତି ବିରୁଦ୍ଧରେ ଲିଖିତଭାବରେ, ମୁହଁରେ କିମ୍ବା ଇଙ୍ଗିତାଦି— ଦ୍ୱାରା ଉକ୍ତ ବ୍ଯକ୍ତିର କୌଣସି ନିନ୍ଦାଜନକ ବା ସମ୍ମାନ— ହାନିକର ବିଷୟ ଏକାଧିକ ବ୍ଯକ୍ତିଙ୍କ ନିକଟରେ ପ୍ରଚାର କରେ ତେବେ ତାହା 'ଡିଫାମେସନ୍' ହୁଏ ଏଥିର ସଂଜ୍ଞା ଭାରତୀୟ ଦଣ୍ଡବିଧି ଆଇନର499ଦଫାରେ ଓ ଦଣ୍ଡ500ଦଫାରେ ବିବୃତ ହୋଇଅଛି]