ଡିପ୍ଲୋମା Ḍiplomā
- ବୈଦେ. ବି. (ଇଂ) — କୌଣସି ବିଦ୍ୟାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରକୁ ଶେଷ ପରୀକ୍ଷା ପରେ ବିଦ୍ୟାଳୟର ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ମିଳିବା ସନନ୍ଦ — Deploma
- ବୈଦେ. ବି. (ଇଂ) — [ଦ୍ର—ସାଧାରଣତଃ ବିଦ୍ୟାଳୟ ବା କଲେଜର ଶେଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଛାତ୍ରଙ୍କୁ ଡିପ୍ଲୋମା ମିଳେ; ଯେଉଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଛାତ୍ରଙ୍କୁ ଡିପ୍ଲୋମା ମିଳେ ସେହି ପରୀକ୍ଷାକୁ ଡିପ୍ଲୋମା 'ଏକ୍ଜାମିନେସନ୍' ବୋଲାଯାଏ।]