ଡିପୋଜିଟ୍ Ḍipojiṭ
- ବୈଦେ. ବି. (ଇଂ. ଡିପଜିଟ୍) — ଧନ ଅନ୍ଯ ବ୍ଯକ୍ତି ନିକଟରେ ଗଚ୍ଛିତ ରଖିବା; ଅମାନତ୍ — Deposit
- ବୈଦେ. ବି. (ଇଂ. ଡିପଜିଟ୍) — ନ୍ୟାସ; ବିଶିଷ୍ଟ କାର୍ଯ୍ୟ ପାଇଁ ଜଣକ ମାରଫତରେ ଟଙ୍କା ଜମା କରାଯିବା — A deposit in trust
- ବୈଦେ. ବି. (ଇଂ. ଡିପଜିଟ୍) — କୌଣସି ବ୍ଯକ୍ତି ନିକଟରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଜମା କରାଯିବା ଟଙ୍କା — A sum deposited with some one for a particular purpose