ଡିନାର୍ Ḍinār

  • ବୈଦେ. ବି. (ଆ) — ପାରସ୍ୟଦେଶପ୍ରଚଳିତ କ୍ଷୁଦ୍ର ମୁଦ୍ରା (ଆମ ଦେଶର କଡ଼ା ଗଣ୍ଡା ପରି ହିସାବରେ ବ୍ଯବହୃତ) — A small coin of Persia used in squaring up accounts
  • ବୈଦେ. (ଇଂ) — ଡିନର୍ (ଦେଖ) — Ḍinar (See)